ବଲାଙ୍ଗିର ବ୍ଲକ ସ୍ତରୀୟ ଲୋକମହୋତ୍ସବ ଉଦଘାଟିତ

ବଲାଙ୍ଗୀର ସଦର ବ୍ଲକ ଅଫିସ ପରିସରରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବକୁ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସରିତା ବାଗ ଉଦଘାଟନ କରିଥିଲେ।

ଏହି ଅବସରରେ, ବଲାଙ୍ଗିର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଶ୍ରୀ ପ୍ରୀତମ ତନ୍ତୀ, ବଲାଙ୍ଗିର ବ୍ଲକ କଳାକାର ସଂଘର ଉପ ସଭାପତି ଶ୍ରୀ ଗୋଲାପ ବାଗ ଯୋଗ ଦେଇଥିଲେ। ବଲାଙ୍ଗୀର ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes