ବଲାଙ୍ଗିର ଜିଲ୍ଲା ଚିଫ୍ ସିଏସ୍ଓଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗିର ଜିଲ୍ଲା ଚିଫ୍ ସିଏସ୍ଓ ମୀରରାଜା ଅଲ୍ଲୀଙ୍କ ନାଁରେ ଦାୟର ଏତଲା ଆଧାରରେ ମାମଲା ରୁଜୁ କରିଛି ଟାଉନ ଥାନା ପୁଲିସ।

ଯୌନ ନିର୍ଯାତନା, ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ନେଇ ଗତକାଲି ଥାନାରେ ଏତଲା କରିଥିଲେ ଯୋଗାଣ ବିଭାଗର ମହିଳା ଅଧିକାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes