ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ କାରବାର ନେଇ ପୁଲିସ ୧୯ ଜଣଙ୍କୁ ଗିରଫ କରିବା ସହ ୧ ହଜାରରୁ ୫ ହଜାର ନକଲି ସାର୍ଟିଫିକେଟ ଜବତ ହୋଇଛି।

୪୧ ୟୁନିଭର୍ସିଟି ଓ ସ୍କୁଲର ନକଲି ସାର୍ଟିଫିକେଟ ଜବତ କରାଯାଇଛି।କମ୍ପ୍ୟୁଟର, ହାର୍ଡଡିସ୍କ, ମୋବାଇଲ୍‌ ଓ ଆକାଉଣ୍ଟ ଡିଟେଲ୍ସ ମଧ୍ୟ ମିଳିଛି।ତହସିଲଦାର, ଜଏଣ୍ଟ ଡାଇରେକ୍ଟର ଭଳି ଅଧିକାରୀଙ୍କ ନକଲି ଷ୍ଟାମ୍ପ ମିଳିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes