୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିବା ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଫୋନ୍ ପେ’ରେ ଅନ୍ୟ ଜଣଙ୍କ ମାର୍ଫତରେ ନେଉଥିଲେ ଲାଞ୍ଚ। ବାଲିଗାଡ଼ି ଜବତ ପରେ ଛାଡ଼ିବାକୁ ଲାଞ୍ଚ ନେଲା ବେଳେ ଧରିଲା ପୋଲିସ।
Credible Local News of Odisha