ବଲାଙ୍ଗିର ଖଣି ଅଧିକାରୀଙ୍କ ନାଁରେ ମାମଲା ରୁଜୁ

ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କ ନାଁରେ ବେଲପଡ଼ା ଥାନାରେ ମାମଲା ରୁଜୁ କଲା ପୋଲିସ। ଲାଞ୍ଚ ମାଗିବା ଅଭିଯୋଗରେ ଖଣି ଅଧିକାରୀଙ୍କ ନାଁରେ ମାମଲା ହୋଇଛି।ଗତକାଲି ଥାନାରେ ୬ ଘଣ୍ଟା ଅଟକ ରଖିଥିଲା ପୋଲିସ। ୬ ଘଣ୍ଟା ଅଟକ ପରେ ନୋଟିସ୍ ଦେଇ ଛାଡ଼ିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes