ବଲାଙ୍ଗିରରେ ମୃଦୁ ଭୂକମ୍ପ ଝଟ୍‌କା

ବଲାଙ୍ଗିରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକ ଭୟଭୀତ ଅଛନ୍ତି। ଭୋର ୪ଟା ୪୦ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes