ବର୍ଷା ଯୋଗୁଁ ପ୍ରଚଣ୍ଡ ଖରାରୁ ମିଳିଲା ତ୍ରାହି

ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଅଞ୍ଚଳରେ ପ୍ରାୟ ୪୫ମିନିଟ ହେବ ବର୍ଷା ଲାଗି ରହିଛି ।

ଫଳରେ ତାତିରୁ ଲୋକେ ଆସ୍ୱସ୍ତି ଲାଭ କରିଛନ୍ତି । ସେହିପରି ଏହି ପ୍ରଚଣ୍ଡ ଖରାରେ ଗଛପତ୍ର ଝାଉଁଳି ଯାଇଥିବା ବେଳେ ଏହି ବର୍ଷାରେ ମୁଣ୍ଡ ଟେକିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes