ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଜିଲ୍ଲାପାଳ

ଲଘୁଚାପ ଜନିତ ବର୍ଷାକୁ ନେଇ ଏସ୍ଆରସି ସତ୍ୟବ୍ରତ ସାହୁ କହିଛନ୍ତି, ଆସନ୍ତା ୨୬/୨୭ ଯାଏଁ ବର୍ଷା ହେବ, ପ୍ରଥମେ ପଶ୍ଚିମ ପରେ ଉପକୂଳରେ ବର୍ଷିବ।

ଏଥିପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରିଛୁ କହିଛନ୍ତି ଏସ୍ଆରସି।ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes