ବର୍ଷା ଜଳ ନିଷ୍କାସନ ନେଇ ଡ୍ରେନ କାମ ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ମୁଖ୍ୟ ରାସ୍ତାରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ନେଇ ଆଜି ଠାରୁ ରାସ୍ତା ପାର୍ଶ୍ଵରେ ଡ୍ରେନ କାମ ଆରମ୍ଭ ହୋଇଛି ।

ଜେସିଵି ମେସିନ ସହାୟତାରେ ମାଟି ଖୋଲାଯାଉଛି ।ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ ଏବଂ ସଂପୃକ୍ତ ୱାର୍ଡ କାଉନସିଲର ଉପସ୍ଥିତ ରହି ତଦାରଖ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes