କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମୈସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲଗାଣ ବର୍ଷା ଯୋଗୁଁ କେସିଙ୍ଗା ବ୍ଲକ ପର୍ଥଲା ଗ୍ରାମ ପଞ୍ଚାୟତ ଅଧୀନ ଗୈଡ଼ତୋଳା ଗାଁ ର ଭିନ୍ନକ୍ଷମ ପଙ୍କଜ ସାହୁଙ୍କ ଘର ଭୁଶୁଡ଼ି ପଡ଼ିଛି l
ଯାହା ଫଳରେ ଅଳ୍ପକେ ବଞ୍ଚିଗଲେ ପରିବାର ଲୋକେ l ଘରେ ଥିବା ଧାନ ଚାଉଳ ସାମାନ ପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି ।