ବର୍ଜ୍ୟ ଜଳରୁ କୋଭିଡ୍ ସ୍ଥିତି ଜାଣିବା ପାଇଁ ଆରଏମଆରସିର ଗବେଷଣା

ବର୍ଜ୍ୟ ଜଳରୁ କୋଭିଡ୍ ସ୍ଥିତି ଜାଣିବା ପାଇଁ ଆରଏମଆରସି ଗବେଷଣା କରିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଗବେଷଣାରେ କୋଭିଡ୍ ସ୍ଥିତି କଣ ଓ ସଂକ୍ରମଣ ବୃଦ୍ଧି ଆଶଙ୍କା ଆଦି ଜାଣିହେବ। ଆରଟିପିସିଆର ଟେଷ୍ଟ ଭଳି ସାମ୍ପଲ ଟେଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଗବେଷଣା ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes