ବାଲେଶ୍ଵର ରେମୁଣା ନିର୍ବାଚନମଣ୍ଡଳୀ ବରୁଣ ସିଂ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।
ସ୍ଥାନୀୟ ଅଞ୍ଚଳରେ ଅନ୍ୟ ଦଳର ବହୁ କର୍ମୀ ବିଜୁ ଜନତା ଦଳର ନିତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଛନ୍ତି। ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।