ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ଯ ସେବା

ସୋନପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ସୋନପୁର ଦ୍ବାରା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଏବଂ ଓଡ଼ିଶା ସରକାର ତରଫରୁ ଛକୋରମାଲ ଗ୍ରାମପଞ୍ଚାୟତ ରେ ସ୍ବାସ୍ଥ୍ଯ ସେବା ପ୍ରଦାନ କରାଯାଇଛି ସରପଞ୍ଚ ଗାୟତ୍ରୀ ସା ସମେତ ସମସ୍ତ ସଦସ୍ୟ ସହୋଯୋଗ କରିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version