ବରିଷ୍ଠ ଚିକିତ୍ସକଙ୍କ ପରଲୋକ

ତାଳଚେରର ଘରେ ଘରେ ପରିଚିତ ଡାକ୍ତର ସିଦ୍ଧେଶ୍ୱର ମିଶ୍ରଙ୍କ ଆଜି ୮୭ ବର୍ଷରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସତ ହେଉଥିଲେ l

ଏହି ଖବର ପ୍ରଚାରିତ ହେବାପରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ରାଜନେତା, ଆଇନଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଶେଷ ଦର୍ଶନ ନିମନ୍ତେ ସ୍ବର୍ଗତ ମିଶ୍ରଙ୍କ ବଡଦାଣ୍ଡ ସାହି ସ୍ଥିତ ବାସଭବନରେ ପହଂଚି ଅମର ଆତ୍ମାର ସଦଗତି କାମନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes