ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ତେଲେଙ୍ଗାବଜାର ସ୍ଥିତ ବାସଭବନରେ ଆଜି ତାଙ୍କର ପରଲୋକ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କିଛି ଦିନ ହେଲା ସେ ଯକୃତଜନିତ ରୋଗରେ ଆକ୍ରାନ୍ତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes