ADGP କମ୍ୟୁନିକେସନ ପଦରୁ ହଟାଇ ତାଙ୍କୁ ଗୃହ ବିଭାଗ OSD ଦାୟିତ୍ବ ଦେଇଛନ୍ତି ସରକାର। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ ଗଙ୍ଗୱାର। ତାଙ୍କ ନାଁ ନେଇ ଅଭିଯୋଗ କରିଥିଲେ ମୃତ ସୌମ୍ୟଙ୍କ ମାଆ। ଗଙ୍ଗୱାରଙ୍କ ପାଇଁ ତାଙ୍କ ପୁଅ ମାନସିକ ଚାପରେ ଥିଲେ ବୋଲି କହିଥିଲେ।
Credible Local News of Odisha