ବରିଷ୍ଠ ଆଇପିଏସ୍ ଏନବି ଭାରତୀଙ୍କ ପାଇଁ ପବ୍ଲିକ ନୋଟିସ ଜାରି

ଖବରକାଗଜରେ ନୋଟିସ ଜାରି କରିଛି ରାଜ୍ୟ ପୁଲିସ ବିଭାଗ। ବାରମ୍ବାର ଚିଠି ସତ୍ତ୍ବେ ଗ୍ରହଣ କରୁନଥିବାରୁ ପବ୍ଲିକ ନୋଟିସ୍ ଜାରି ହୋଇଛି। ୩ଟି ଠିକଣାରେ ଚିଠି ପଠାଯାଇଥିଲେ ବି ଗ୍ରହଣ କରିନଥିବା ସୂଚନା ମିଳିଛି।

ବିଜ୍ଞାପନର ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଜଣାଇବାକୁ ନୋଟିସ ହୋଇଛି। ୧୯୯୮ ବ୍ୟାଚ୍ ଆଇପିଏସ୍ ଭାରତୀ ଦୀର୍ଘଦିନରୁ ଅନୁପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version