ବରଯାତ୍ରୀଙ୍କ ନାଚ ବେଳେ ଗଣ୍ଡଗୋଳ, କନ୍ୟାର ମା ମୃତ

ବରଗଡ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗତକାଲି ରାତିରେ ଏକ ବାହାଘର ପାଇଁ ବରଯାତ୍ରୀ ନାଚୁଥିବା ବେଳେ ସେମାନେ ନାଚିବା ପାଇଁ ଗାଁର ମହିଳାଙ୍କୁ ବାଧ୍ୟ କରିଥିଲେ l

ଏହି ଘଟଣାରେ ଗଣ୍ଡଗୋଳ ହେବାରୁ କନ୍ୟାଙ୍କ ମା ଆହତ ହୋଇଥିଲେ l ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି l ପୁଲିସ ଘଟଣାର ସତ୍ୟତା କଣ ତାହାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes