ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୩୦ ମିନିଟ କାଳ ଆତଙ୍କ ଖେଳାଇଲା ଦୁର୍ବୃତ୍ତ।ସ୍ଥାନୀୟ ଯୁବକ ଦୁର୍ବୃତ୍ତକୁ କାବୁ କରିଥିଲେ।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖଣ୍ଡଗିରି ଓ ଭରତପୁର ପୋଲିସ। ଦୁର୍ବୃତ୍ତ ଜଣକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ପୁଲିସ।
Credible Local News of Odisha