ବରଗଡ ତୁଳସୀ ନଗରରୁ ଝୁଳନ୍ତା ଶବ ଉଦ୍ଧାର

ଆଜି ବରଗଡ ସହର ଗଣପତି ହୋଟେଲ ପଛପଟ ତୁଳସୀ ନଗରର ଗୋଟିଏ ଗଛରୁ ଜଣେ ମହିଳାର ଝୁଲନ୍ତା ଶବ ଦେଖିବାକୁ ମିଳିଛି ।

ମହିଳା ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳକୁ ବରଗଡ ପୁଲିସ ପହଞ୍ଚି ଶବ ଉଦ୍ଧାର କରି ଛାନଭିନ ଆରମ୍ଭ କରିଛି ।ମୃତ ମହିଳାଙ୍କ ପରିଚୟ ମିଲିପାରିନି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes