ବରଗଡ ଠାରେ ଏକଦିବସୀୟ ରାଜସ୍ବ କର୍ମଶାଳା

ଆଜି ବରଗଡ ବିଜୁପଟ୍ଟନାୟକ ହଲ ଠାରେ ଏକଦିବସୀୟ ରାଜସ୍ବ କର୍ମଶାଳା ଅନୁଷ୍ଠିତ ହୋଇଛି।

ଏଥିରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମଶାଳାଟିକୁ ଉଦଘାଟନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes