ବରଗଡ ଏସପିକୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି

ଆଜି ପୂର୍ବାହ୍ନ ସମୟରେ ବରଗଡ ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସକୁ ଜିଲ୍ଲା ଭାଜପା ପ୍ରତିନିଧିମାନେ ଭେଟି ବରଗଡ ଜିଲ୍ଲାର ଆଇନଶୃଙ୍ଖଳା ଅତି ବିପର୍ଯ୍ୟୟ ହୋଇପଡିଥିବା ଅଭିଯୋଗ କରିବା ସହ ଏହାର ସମାଧାନ ଦାବି ଜଣାଇଥିଲେ।

ଆଲୋଚନା ସମୟରେ ଜିଲ୍ଲା ଭାଜପା ସଭାପତି ଅଶ୍ବିନୀ ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ଯ ସୁରେଶ୍ବର ଶତପଥୀ ଓ ଅନେକ ସଦସ୍ଯ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version