ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ

ବରଗଡ଼ ଜିଲ୍ଲାର ସମସ୍ତ ଯାନକୁ ଦେୟମୁକ୍ତ କରିବା ଦାବିରେ ଆଜି ୧୦ ଟା ୩୦ ମିନିଟ ସମୟରେ ଅଶୋକା ବିଲଡ଼କନର ବରାହାଗୋଡାସ୍ଥିତ ଟୋଲଗେଟ ନିକଟରେ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes