ବରଗଡ଼ରେ ଚାଷୀଙ୍କ ଇଚ୍ଛା ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ସମବାୟ ମନ୍ତ୍ରୀ। ଯଦି ଭୁଲ ହୋଇଛି ଜିଲ୍ଲାପାଳଙ୍କୁ ଜଣାନ୍ତୁ, ପୁଣି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ସବୁ ଠିକ୍‌ ହେବ, ଆଲୋଚନା ଓ ତର୍ଜମାରୁ ନିଷ୍କର୍ଷ ବାହାରିବ। ଉତ୍‌କ୍ଷିପ୍ତ ହୋଇ ଇଚ୍ଛାମୃତ୍ୟୁ ଆବେଦନ ଦ୍ୱାରା ପରିବାରର କ୍ଷତି ହେବ, ଏପରି ଭୁଲ୍‌ ଚିନ୍ତା ନ କରନ୍ତୁ, ସବୁ ଭୁଲ ଠିକ କରାଯିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes