ବବି, ଡାନି ଓ ସୁଲତା ଆହତ

ଏଫ୍ଏମ ଛାତ୍ରୀ ଆତ୍ମାହୁତି ମାମଲାରେ ବିଜେଡି ଲୋୟର ପିଏଜିରେ ବିକ୍ଷୋଭ କରୁଥିବା ବେଳେ ବିଜେଡି-ପୁଲିସ ମୁହାଁମୁହିଁ ହୋଇଛନ୍ତି।

ବିଜେଡି ନେତା ବବି ଦାସ, ସୁଲତା ଦେଓ, ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ଅନ୍ୟ କିଛି ନେତା ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes