ବନ ବିଭାଗ ପକ୍ଷରୁ ବେଆଇନ କରତକଳ ଚଡାଉ

ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣାରେ ଥିବା ବେଆଇନ କରତକଳ ଉପରେ ଆଜି ୭.୪୫ମିନିଟ ରେ ଔପଦା ବନବିଭାଗ ପକ୍ଷରୁ ଚଡାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes