ବନ ବିଭାଗ ଦ୍ଵାରା କାଠ ବୋଝେଇ ଗାଡି ଜବତ ଜଣେ ଗିରଫ

ଉଦଳା ବନାଞ୍ଚଳ ଅଧିନ ଶାଳମୁଣ୍ଡଳି ଗ୍ରାମକୁ ଶାଳକାଠର ବନ୍ଧ ଧରି ଜଣେ ଯୁବକ ଉଦଳା ଅଭିମୁୁଖେ ଆସୁଥିଲେ ବିଶେଷସୂତ୍ରରୁ ଖବର ପାଇ ଉଦଳା ବନବିଭାଗ ଭୁରୁଡୁବଣୀ ଛକ ନିକଟରେ ଚଢାଉ କରି ଗାଡିକୁ ଜବତ କରିବା ସହିତ ଗାଡିରେ ଥିବା ୪୦ ପିସ୍ ଶାଳକାଠ ବନ୍ଧକୁ ଜବତ କରିଛି ।

ଏହା ସହିତ ଗାଡିର ଡ୍ରାଇଭରକୁ ଗିରଫ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version