ବନ ବିଭାଗ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ ଲୋକେ

ଉଦଳା ଡୁକୁରା ବନାଞ୍ଚଳ ବହଳଦା ଗାଁରେ ହାତୀ ଘଉଡ଼ାଇବାକୁ ବନ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ ଆକ୍ରମଣ କରିଛନ୍ତି।

ଫରେଷ୍ଟରଙ୍କ ସମେତ ୬ଜଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes