ବନ୍ୟା ସ୍ଥିତି ବୁଲି ଦେଖିଲେ ଉଦଳା ବିଡ଼ିଓ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଭୀମତାଳି ପଞ୍ଚାୟତ ରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା।

ବିଶେଷ କରି ଅଠଣଗାଁ, ଜାଲଦା ଓ ବାଉଁଶପାଳ ଗ୍ରାମ ରେ ଲୋକ ମାନେ ଜଳବନ୍ଧୀ ଅବସ୍ଥା ରେ ରହିଥିବା ବେଳେ ସେମାନଙ୍କ ସହ ଆଲୋଚନା କରିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଥିବା ସେ କହିଛନ୍ତି ବିଡ଼ିଓ ଦେବଜାନୀ ଭୁଁୟା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes