ବନ୍ୟା ପାଣିରେ ବୁଡି଼ ମହିଳା ମୃତ

ପୁରୀ ଜିଲ୍ଲା ଗୋପ ବ୍ଳକରେ ବନ୍ୟା ପାଣିରେ ବୁଡି଼ ମହିଳାଙ୍କ ମୃତ୍ୟୁ ଘଟିଛି।

ମୃତ ମହିଳା ଜଣକ ୩୯ ବର୍ଷୀୟ ବବିନା ମହାରଥୀ। ବନ୍ୟା ଜଳରେ ଶୌଚ ହେବାକୁ ଯାଇଥିବା ବେଳେ ବୁଡ଼ିଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes