ବନ୍ଧୁକ, ଗୁଳି, ଧନୁ ଓ ତୀର ଜବତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧିନ ନୁଦଡିହା ଅଞ୍ଚଳରେ ପୁଲିସ ଚଢ଼ାଉ କରି ଭାଗବତ ହାଁସଦାଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଗୁଳି, ଗୋଟିଏ ଧନୁ ଓ ତୀର ଜବତ କରିଛି ।

ଆଜି ଏନେଇ ୧୦୬/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ପୁଲିସ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes