ବନ୍ଦ ପଡିଛି ପ୍ରାଣୀ ସହାୟକ କେନ୍ଦ୍ର

ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ର ଖଣ୍ଡହତା ଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ବନ୍ଦ ପଡିଥିବାରୁ l ପ୍ରାଣୀ ମାନଙ୍କ ଚିକିତ୍ସା ହୋଇପାରୁନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes