ବନ୍ଦ ଡାକରା ସୁପର ଫ୍ଲପ୍: କୃଷ୍ଣଚନ୍ଦ୍ର ପାତ୍ର

ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ କହିଛନ୍ତି ଯୋଗାଣ ମନ୍ତ୍ରୀ। କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ, ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି, ରାଜରାସ୍ତାକୁ ବାହାରି ନାହାନ୍ତି, ପ୍ରମାଣ ହେଲା ଯେ ଚାଷୀମାନେ ସରକାରଙ୍କ ସହ ଅଛନ୍ତି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

କାଲି ସୁଦ୍ଧା ୩୭ ଲକ୍ଷ ୯୧ ହଜାର ମେଟ୍ରିକ ଟନ୍‌ ଧାନ କିଣା ସରିଲାଣି, ୮ ହଜାର କୋଟିରୁ ଅଧିକ ଟଙ୍କା କୃଷକମାନଙ୍କ ଖାତାକୁ ଯାଇ ସାରିଲାଣି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes