କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁରେ କୂଅରେ ହାତୀ ପଡ଼ିଯାଇଛି।ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଜେସିବି ମେସିନ୍ ସାହାଯ୍ୟରେ କୂଅକୁ ତାଡ଼ି ଚାଲିଛି ଉଦ୍ଧାର କାର୍ଯ୍ୟ।
Credible Local News of Odisha