କଟକ ଜିଲ୍ଲା ମାହାଙ୍ଗା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି।
ଭଦ୍ରେଶ୍ଵର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନା ଦାୟିତ୍ଵ ଦେଇଛନ୍ତି ଏସପି। ସୂଚନାଯୋଗ୍ୟ, ନିକଟରେ ନିହାରଙ୍କ ସ୍ତ୍ରୀ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।