ବଦଳିଲେ ମାଲକାନଗିରି ଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦଙ୍କୁ ଦାୟିତ୍ବ

ପ୍ରଥମେଶ ଅରବିନ୍ଦ ରାଜସିର୍କେ ମାଲକାନଗିରି ଜିଲ୍ଲାପାଳ ହୋଇଥିବା ବେଳେ ଆଇଏଏସ ମନୀଷ ଅଗ୍ରଓ୍ବାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସ୍ମୃତି ରଂଜନ ପ୍ରଧାନ- ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ, ସିଦ୍ଧାର୍ଥ ଦାସ-ମତ୍ସ୍ୟ ସମ୍ପଦ ବିଭାଗ ନିର୍ଦ୍ଦେଶକ, ମଧୁସ୍ମିତା ସାହୁ – ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗ ନିର୍ଦ୍ଦେଶକ, ଉପମା କାଲୋ-ସମ୍ବଲପୁର ଆରଡିସି(ଏନଡି) ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର।

ସେହିଭଳି ଲିଲି କୁମାରୀ ସାହୁଙ୍କୁ ଅତିରିକ୍ତ ସଚିବ, ପବ୍ଲିକ ଏଣ୍ଟରପ୍ରାଇଜ ଏବଂ ସୋମେଶ ଉପାଧ୍ୟାୟଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ କରିଛନ୍ତି ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes