ବଦଳିଲା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିଧାନସଭା ସିଟ୍‌

ବିଜେଡିରୁ ନିଲମ୍ବନ ପରେ ଉଭୟଙ୍କ ବିଧାନସଭା ସିଟ୍ ବଦଳିଛି। ଅରବିନ୍ଦଙ୍କ G19ରୁ F19 ଓ ସନାତନଙ୍କ F14ରୁ F21 ହୋଇଛି।

ଅରବିନ୍ଦ ମହାପାତ୍ରଙ୍କ ସିଟ୍‌ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଥିବା ବେଳେ ମାଧବ ଧଡ଼ାଙ୍କ ସିଟ୍‌ ସହ ପରିବର୍ତ୍ତନ ହେଲା ସନାତନ ମହାକୁଡ଼ଙ୍କ ସିଟ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes