ବଢିଲା ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପାରିଶ୍ରମିକ

ରାଜ୍ୟରେ ଅଙ୍ଗନବାଡି କର୍ମୀଙ୍କ ମାସିକ ପାରିଶ୍ରମିକ 7500 ଟଙ୍କାରୁ 10 ହଜାର, ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ 5375 ରୁ 7250 ଟଙ୍କା ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ 3750 ରୁ 5000 ଟଙ୍କାକୁ ବୃଦ୍ଧି କରାଯାଇଛି l
ଏହା 2013 ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ରାଜ୍ୟ ସରକାର ଆଜି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes