ଆଗାମୀ ୨ ବର୍ଷରେ ଡାକ୍ତରୀ ପିଜି ସିଟ୍ ୫୦୦ ବୃଦ୍ଧି ପ୍ରସ୍ତାବ ରହିଛି। ଡାକ୍ତରୀ ସ୍ନାତକୋତ୍ତର ଶିକ୍ଷାକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯିବ। ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ ୩୧୧ କୋଟି ବ୍ୟବସ୍ଥା କରାଯାଇଛି।
Credible Local News of Odisha