ବଢ଼ିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ

ପଞ୍ଚାୟତ ଓ ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ ଦେୟ ୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ। ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ।

ଉପକୃତ ହେବେ ୧ ଲକ୍ଷ ୨୬ ହଜାର ୧୦ ଜଣ କର୍ମକର୍ତ୍ତା। ବ୍ଲକସ୍ତରୀୟ ସଭାପତି, ସଂପାଦକଙ୍କୁ ୪୫୦୦, ସଦସ୍ୟାଙ୍କୁ ୨୫୦୦ ଟଙ୍କା ମିଳିବ।ପଞ୍ଚାୟତସ୍ତରୀୟ ସଭାପତି, ସଂପାଦକଙ୍କୁ ୨୫୦୦, କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ମିଳିବ ୧୫୦୦ ଟଙ୍କା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes