ବଢ଼ିଚାଲିଛି ଆଳୁ ଦର; ଭୁବନେଶ୍ୱରରେ ଏବେ କିଲୋ ୩୦ ଟଙ୍କା

ବଜାରକୁ ନୂଆ ଆଳୁ ଆସିବା ଦିନଠାରୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ୧୫-୨୦ ଦିନ ତଳେ ପ୍ରଥମେ ୨୨ ଟଙ୍କା, ତାପରେ ୨୫ ଟଙ୍କା ବଢିଥିଲା।ଏବେ କିଲୋ ପ୍ରତି ଦର ୩୦ ଟଙ୍କାକୁ ବଢ଼ିଯାଇଛି।

ଏବେ ଶୀତଳଭଣ୍ଡାର ଗୁଡିକରେ ଆଳୁ ଲୋଡିଂ ଚାଲୁଥିବା ଯୋଗୁଁ ବଜାରରେ ଆଳୁର ଅଭାବରୁ ଦର ବଢ଼ିଛି । ଶୀତଳଭଣ୍ଡାର ଷ୍ଟକ୍ ଖୋଲିଲେ ଆଳୁ ଦର ହ୍ରାସ ପାଇବ ବୋଲି କହିଛନ୍ତି ବ୍ୟବସାୟୀ ସଂଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes