ବଡ଼ ଶଢୁଙ୍କୁ କଟୁରୀରେ ଆକ୍ରମଣ କରି ସାନ ଶଢୁ ଗିରଫ

କେନ୍ଦୁଝର ଜିଲା ପାଟଣା ଥାନାଦିଗପଶି ଗ୍ରାମର ବଡ଼ ସଡୁ ଙ୍କୁ ମାରଣା ସ୍ତ୍ର ରେ ଆକ୍ରମଣ କରି ସାନ ସଡୁ ସୋମବାର ଗିରଫ ହୋଇଛନ୍ତି। ଗିରଫ ସାନ ସଡୁ ଜଣକ ହେଉଛନ୍ତି ଦିଗ ପଶି ଗ୍ରାମର ସୁରିୟା ପାତ୍ର (୩୫)।ଅଭିଯୋଗ ଅନୁଯାୟୀ ଗତ ମାର୍ଚ୍ଚ ୨୯ ତାରିଖ ରାତ୍ରିରେ ରାଜେଶ ପାତ୍ର ଘରେ ଥିବା ବେଳେ ତାଙ୍କ ସାନ ସଡୁ ସୁରିୟା ପାରିବାରିକ କଳହରୁ ଉତକ୍ଷିପ୍ତ ହୋଇ ରାଜେଶ ଙ୍କ ଘରେ ପଶି କଟୁରୀ ରେ ଆକ୍ରମଣ କରିଥିଲେ। ରାଜେଶ କଟକ ରୁ ସୁସ୍ଥ ହୋଇ ଫେରିବା ପରେ ଏନେଇ ପାଟଣା ଥାନାରେ ଗତ ଗୁରୁବାର ଅଭିଯୋଗ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes