ଦିଲ୍ଲୀ ସ୍ଥିତ ବଡ଼ ଭଉଣୀଙ୍କ ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କାଲି ଗୀତା ମେହେଟ୍ଟାଙ୍କାର ୮୦ ବର୍ଷରେ ପରଲୋକ ହୋଇଥିଲା। ଗୀତାଙ୍କ ପୁଅ ବିଦେଶରୁ ଆସିବା ପରେ ଶେଷକୃତ୍ୟ ହେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
Credible Local News of Odisha