ବଡ଼ ପରଦାରେ ଦିଶିବେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ପାର୍ବତୀଗିରିଙ୍କ ଜୀବନୀ ଆଧାରରେ ତିଆରି ହେଉଥିବା ଫିଲ୍ମ ‘ବଡ଼ମା’ ଚଳଚିତ୍ରରେ ଅଭିନୟ କରୁଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

ଫିଲ୍ମରେ ଦେଖିବାକୁ ମିଳିବ ପାର୍ବତୀ ଗିରି ଓ ବିଜୁବାବୁଙ୍କ ଝଲକ । ନିଜ ଚରିତ୍ରରେ ଫିଲ୍ମରେ ଆସୁଛନ୍ତି ଶ୍ରୀ ଆଚାର୍ଯ୍ୟ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version