ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ

ଲହୁଣୀପଡ଼ା ଥାନା ଫୁଟୁଗାଁରେ ପାରିବାରିକ କଳହରୁ ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।

ଫେରାର ହେବାକୁ ଉଦ୍ୟମ କରୁଥିବା ବଡ଼ଭାଇକୁ ଗ୍ରାମବାସୀ କାବୁ କରିଥିଲେ । ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ପୁଲିସର ଛାନଭିନ ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes