ବଡ଼ବିଲ ବାଇପାସ୍‌ ରିଙ୍ଗରୋଡ୍‌ ଭିତ୍ତି ସ୍ଥାପନ

ବଡ଼ବିଲ ବାଇପାସ୍‌ ରିଙ୍ଗରୋଡ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୯ କୋଟି ୪୧ ଲକ୍ଷର ୨୪ଟି ପ୍ରକଳ୍ପର ଲୋକାର୍ପିତ ହୋଇଛି। ୩୨୬ କୋଟି ୪୩ ଲକ୍ଷ ଟଙ୍କାର ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯୋଡ଼ା, ବାସୁଦେବପୁର, ବଡ଼ବିଲ ପାଇଁ ନିର୍ମାଣ ହେବ ବିଦ୍ୟୁତ ସବ୍‌ ଷ୍ଟେସନ। କେନ୍ଦୁଝର ମେଗା ଷ୍ଟିଲପ୍ଲାଣ୍ଟର ଶିଳାନ୍ୟାସ ଖୁବ ଶୀଘ୍ର ହେବ। ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବ ଶିଳ୍ପ ସଂସ୍ଥା। ୮ ଲେନ୍‌ ବିଶିଷ୍ଟ ବଡ଼ବିଲ-ପାରାଦୀପ ରାସ୍ତା ନିର୍ମାଣକୁ ତ୍ୱରାନ୍ୱିତ ନିର୍ଦ୍ଦେଶ ଦିଆଯାଇଛି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes