ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରକୁ ବଡ଼ବିଲ ପୋଲିସ ଏନକାଉଣ୍ଟର କରିଛି।ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର ହୋଇଛି।ଜଙ୍ଗଲରେ ସିପୁ ଲୁଚିଥିବା ଖବରପାଇ ଅପରେସନ ଆରମ୍ଭ କରିଥିଲା ପୋଲିସ।
ସିପୁର ଗୋଡ଼ରେ ବାଜିଛି ଗୁଳି। ତାଙ୍କୁ ବଡବିଲ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସିପୁ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ।ବଡ଼ବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ଥିଲା ସମ୍ପୃକ୍ତି।