ବଡ଼ଝାଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ ମେଘାସନ ମାରାଙ୍ଗବୁରୁ ଯୁବକ ସଙ୍ଘ ବଡ଼ଝାଡ଼ ତରଫରୁ ଆଜି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମ ମହୁଲଫୁଲ ସଂଗ୍ରହ ସମୟରେ ପ୍ରତିବର୍ଷରେ ଅନୁଷ୍ଠିତହୋଇଥାଏ।
ମୁଖ୍ୟବକ୍ତା ଦେବଳା ପଞ୍ଚାୟତ ଭୀମଚରଣ ସିଂ ,ସମ୍ମନିୟ ଅତିଥି କାନହୁଚରଣ ସରେନ ଏବଂ ଜିଲ୍ଲା ପରିଷଦ ସିରୁ ସରେନ ପ୍ରମୁଖ ମଞ୍ଚାସିନ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes