ବଡଦାଣ୍ଡରେ ରଥଖଞ୍ଜା କାର୍ଯ୍ୟର ଶୁଭାରମ୍ଭ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ବଡଦାଣ୍ଡରେ ନବ ନିର୍ମିତ ରଥକୁ ଛିଡା କରିବା ପାଇଁ, ରଥ ଚକ ଓ ଅଖକୁ ମୁଖ୍ୟ ମହାରଣା ପୂଜାର୍ଚନା କଲାପରେ, ରଥ ଖଞ୍ଜା କାର୍ଯ୍ୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l

ତେବେ ଆସନ୍ତା ୨୨ ତାରିଖ ସୁଦ୍ଧା ସମ୍ପୂର୍ଣ ରଥ ଛିଡା ହେବ ବୋଲି ସୂଚନାରୁ ପ୍ରକାଶ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes