ବଜ୍ରାଘାତରେ ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ବାଲେଶ୍ବର ଜିଲ୍ଲା ନୀଳଗିରି ବରହମପୁର ଥାନା ଛତ୍ରପୁରରେ କେନାଲ କାମ ଚାଲିଥିବା ବେଳେ ବଜ୍ରାଘାତ ଘଟିଛି। ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ କେନାଲ କାମରେ ନିୟୋଜିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes